Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରିଜରୁ ନଦୀକୁ ଡେଇଁଲେ ମହିଳା

Ritu Das
Browse all articles by Ritu Das
·1 year ago
ବ୍ରିଜରୁ ନଦୀକୁ ଡେଇଁଲେ ମହିଳା

ଅର୍ଗସ ବ୍ୟୁରୋ:  ଯାଜପୁରରେ ନଦୀକୁ ଡେଇଁଲେ ମହିଳା । ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁଲେ ମହିଳା । କୁଆଖିଆକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ-୨୦ ଦେଇ ଯାଉଥିବା ଖରସ୍ରୋତା ନଦୀ ନିକଟର ଘଟଣା । ରାଜଘାଟ ବ୍ରିଜ ଉପରୁ ଜଣେ ମହିଳା ନଦୀକୁ ଡେଇଁଛନ୍ତି । ମହିଳା ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ସହ ହେଲମେଟ ଏବଂ ନିଜର ମୋବାଇଲ ଫୋନ ବ୍ରିଜ ଉପରେ ରଖିଥିଲେ । 

ସେହି ସ୍ଥାନରେ କେହି ନ ଥିବାବେଳେ  ସେ ନଦୀକୁ ଡେ଼ଇଁଥିବା କୁହାଯାଉଛି । ଜେନାପୁର ଥାନା ଶ୍ରୀବନ୍ତ ପୁରର ମନ୍ଦାକିନୀ ସାମଲ ନଦୀକୁ ଡେଇଁଥିବା ସୂଚନା । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The woman | Argus News