ନୃଶଂସ ସ୍ବାମୀ ; ସ୍ତ୍ରୀକୁ ପିଟିପିଟି ହତ୍ୟା
·1 year ago

ଅର୍ଗସ ବ୍ୟୁରୋ : ନୃଶଂସ ସାଜିଲା ସ୍ବାମୀ । ସ୍ତ୍ରୀ କୁ ବାଲଟିରେ ପିଟିପିଟି ହତ୍ୟା । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗାଁ ସ୍ବାମୀ କାଦୁ ମହାନ୍ତି ଓ ସ୍ତ୍ରୀ କଳ୍ପନା ମହାନ୍ତିଙ୍କ ମଧ୍ୟରେ ଘରେଇ କଳହକୁ ନେଇ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଉପୁଜି ଥିଲା । ଉଭୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ସମୟରେ ସ୍ବାମୀ କାଦୁ ମହାନ୍ତି ସ୍ତ୍ରୀ କଳ୍ପନାକୁ ମାଡ ମାରିବା ସହିତ ବାଲଟିରେ ପିଟିପିଟି ମାରିଦେଇଥିଲା ।
ଅଧିକ ପଢନ୍ତୁ : ଦୁଇ କାଉଡିଆଙ୍କ ସହ ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା ଟ୍ରକ
ଘୋଟଣ ସ୍ଥଳରେ ଜଳେଶ୍ଵର ପୋଲିସ ପହଞ୍ଚି ସ୍ବାମୀ କାଦୁ ମହାନ୍ତି କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବେଳେ ମୃତ ଦେହକୁ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: