Videos
|
Odisha

ଆଜି ୱାର୍ଲଡ ହେପାଟାଇଟିସ ଡେ 

Manini Pattanayak
Browse all articles by Manini Pattanayak
·2 years ago
ଆଜି ୱାର୍ଲଡ ହେପାଟାଇଟିସ ଡେ 

ଭୁବନେଶ୍ୱର: ଆଜି ୱାର୍ଲଡ ହେପାଟାଇଟିସ ଡେ | ଏହି ଅବସରରେ ଗ୍ୟାଷ୍ଟ୍ରୋ ଲିଭର କେୟାର ଫାଉଣ୍ଡେସନର ସହଯୋଗରେ କମିସନରେଟ ପୋଲିସ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲା। ସମୟ ଆସିଛି ଆକ୍ସନ ପାଇଁ ନାରା ନେଇ ପୋଲିସ କର୍ମଚାରୀ ମାନଙ୍କୁ ସଚେତନା କରାଯାଇଥିଲା।

ମୁଖ୍ୟ ଅତିଥି ଭାବରେ ଡାକ୍ତର ମନୋଜ ସାହୁ ସମସ୍ତଙ୍କୁ ସଚେତନତା କରିଥିଲେ । ପୋଲିସ କମିସନର ସଞ୍ଜୀବ ପଣ୍ଡା ମଧ୍ୟ ସଚେତନତା କାର୍ଯ୍ୟକର୍ମରେ ଯୋଗଦେଇଥିଲେ | ଏହା ସହ ଗ୍ୟାଷ୍ଟ୍ରୋ ଲିଭର କେୟାର ଫାଉଣ୍ଡେସନ ପକ୍ଷରୁ ସମସ୍ତ ପୋଲିସ କର୍ମଚାରୀମାନଙ୍କର ମଧ୍ୟ ହେପାଟାଇଟ୍ସ ପରୀକ୍ଷା କରାଯାଇଥିଲା | 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The year the World Hepatitis Day will be observed on Sunday, July 28. | Argus News