Videos
|
Odisha

ମୋବାଇଲରେ ଗେମ୍ ଖେଳୁ ଖେଳୁ ବେକ କାଟିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ମୋବାଇଲରେ ଗେମ୍ ଖେଳୁ ଖେଳୁ ବେକ କାଟିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ମୋବାଇଲରେ ଗେମ୍ ଖେଳି ନିଜ ବେକ କାଟିଲେ ଯୁବକ। ଗୁରୁତର ଅବସ୍ଥାରେ ଯୁବକ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଗୁରୁତର ଯୁବକ ଜରପଡା ଥାନା ଜେରେଙ୍ଗ ଗାଁର ସୌମ୍ୟରଞ୍ଜନ ନାଏକ । ଗତକାଲି ମୋବାଇଲ୍ ଫୋନରେ ଗେମ ଖେଳୁଥିବାବେଳେ ହାରି ଯିବାରୁ ଧାରୁଆ ଅସ୍ତ୍ରରେ ସୌମ୍ୟରଞ୍ଜନ ନିଜ ବେକ କାଟି ଦେଇଥିଲେ । ପରିବାର ଲୋକ ଏବଂ ସାଙ୍ଗମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The young man cut his neck while playing a game on his mobile | Argus News