Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟୁତ ତାର ବେକରେ ଲାଗି ଯୁବକ ମୃତ

Ritu Das
Browse all articles by Ritu Das
·2 years ago
ବିଦ୍ୟୁତ ତାର ବେକରେ ଲାଗି ଯୁବକ ମୃତ

ଅର୍ଗସ ବ୍ୟୁରୋ: କୋଣାର୍କ-ଚନ୍ଦ୍ରଭାଗା ମେରାଇନ ରୋଡ଼ରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ । କୋଣାର୍କ-ଚନ୍ଦ୍ରଭାଗା ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ରାସ୍ତାକୁ ବିଦ୍ୟୁତ ତାର ଓହଳି ରହିଥିଲା। 

ସେହି ରାସ୍ତାରେ ଆସୁଥିବା ଏକ ବାଇକ ଆରୋହୀ ବିଦ୍ୟୁତ ତାରରେ ଛନ୍ଦି ହୋଇଥିଲେ । ଘଟଣାସ୍ଥଳରେ ହିଁ ବାଇକ ଆରୋହୀ ଭାସ୍କର ବେହେରାଙ୍କ ମୃତ୍ୟୁ ହୋଇଛି। ଏନେଇ କୋଣାର୍କ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man died | Argus News