Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବସ୍ ଚକା ତଳେ ଖସିପଡ଼ି ଯୁବକ ମୃତ

Ritu Das
Browse all articles by Ritu Das
·2 years ago
ବସ୍ ଚକା ତଳେ ଖସିପଡ଼ି ଯୁବକ ମୃତ

ଅର୍ଗସ ବ୍ୟୁରୋ: ବସ୍ ଚକା ତଳେ ଖସିପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାହୁଲ ନାୟକ ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ହିଞ୍ଜିଳି ଥାନା ଅନ୍ତର୍ଗତ ରାଲବ ଗ୍ରାମରେ ରାହୁଲଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। 

ସୂଚନା ଅନୁସାରେ ବସଟି ହିଞ୍ଜିଳିରୁ ପୁରୁଷୋତ୍ତମପୁର ଯିବା ସମୟରେ ହଠାତ ଭାରସାମ୍ୟ ହରେଇବା ଫଳରେ ରାହୁଲ ହଠାତ ବସ ଚକା ତଳେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man died | Argus News