Videos
|
Odisha

ଘରକୁ ଫେରିଲେ ୭ ବର୍ଷ ଧରି ମାଲେସିଆରେ ଫସିରହିଥିବା ଯୁବକ

Banajyotshna Ray
Browse all articles by Banajyotshna Ray
·2 years ago
ଘରକୁ ଫେରିଲେ ୭ ବର୍ଷ ଧରି ମାଲେସିଆରେ ଫସିରହିଥିବା ଯୁବକ

ଅର୍ଗସ ବ୍ୟୁରୋ: ଘରକୁ ଫେରିଲେ ୭ ବର୍ଷ ଧରି ମାଲେସିଆରେ ଫସିରହିଥିବା କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ଯୁବକ ତାରାକାନ୍ତ ମଲ୍ଲିକ। ଅଧିକ ରୋଜଗାର ଆଶାରେ ଦଲାଲଙ୍କ ଭରସାରେ ଭିଟାମାଟି ଛାଡି ମାଲେସିଆ ଯାଇଥିଲେ। ହେଲେ ରୋଜଗାର ଆଶା ତାରାକାନ୍ତଙ୍କ ପାଇଁ ବୁମେରାଂ ପାଲଟିଥିଲା। କର୍ମସ୍ଥଳରେ ତାଙ୍କୁ ମିଳିଥିଲା ଅକଥନୀୟ ଅତ୍ୟାଚାର। ତାରାକାନ୍ତଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲେ ଦଲାଲ। ଏପରିକି ତାଙ୍କ ପାସପୋର୍ଟ ନେଇ ଧରା ଛୁଆଁ ଦେଇନଥିଲା। ଅସହାୟ ତାରାକାନ୍ତ ପରିବାରକୁ ଜଣାଇବା ପରେ ତାଙ୍କ ସାନ ଭାଇ ଓଡିଶା ମୋ ପରିବାରର ସହାୟତା ଲୋଡିଥିଲେ।  ତେବେ ୭ ବର୍ଷ ପରେ ଓଡ଼ିଶା ମୋ ପରିବାରର ସହାୟତରେ ଓଡ଼ିଶା ଫେରିଛନ୍ତି ତାରାକାନ୍ତ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The young man who has been trapped in Malaysia for 7 years returned home | Argus News