କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଆତଙ୍କ ରଚିଲେ ଯୁବକ
·1 year ago

ଭୁବନେଶ୍ୱର: ପାର୍ବଣ ପୂର୍ବରୁ କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରସୁଲଗଡ ଓଭରବ୍ରିଜରେ ପାୱାର ସୋ । ଆତଙ୍କ ରଚିଲେ ଯୁବକ । ଦୀର୍ଘ ଘଣ୍ଟାଏ ଧରି ରାସ୍ତା ଅବରୋଧ କରି ବେପରୁଆ ଗାଡି ଚାଳନା ।
ଏଥିସହ ସିଗାରେଟ ଲଗାଇ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଉପଲୋଡ କରିଛନ୍ତି ରାଜଧାନୀର ଏକ ଯୁବ ଗୋଷ୍ଟୀ । ୩୦ରୁ ଅଧିକ ଯୁବକ KBN ଗ୍ରୁପ ସହ ନିଜକୁ ତୁଳନା କରି ସୋସିଆଲ ମିଡ଼ିଆରେ ଭିଡିଓ ଉପଲୋଡ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: