Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·1 year ago
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ

ଅର୍ଗସ ବ୍ୟୁରୋ:  ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ। ଅନୁଗୋଳ - ଛେଣ୍ଡିପଦା ରାସ୍ତା କୁଦୁଅପାଳ ନିକଟରେ ଘଟିଛି ଘଟଣା । ମୃତକ ଜଣକ ହେଲେ କିଶୋରୀ ନାଏକ । ତେବେ  କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଏପଟେ  ନିଶା ଇଣ୍ତଷ୍ଟ୍ରିଆଲ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏଖବର ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The youth died in an unknown road accident | Argus News