ବାଇକ ରୁ ଭାରସାମ୍ୟ ହରାଇ ଯୁବକ ମୃତ
·1 year ago

ଅର୍ଗସ ବ୍ୟୁରୋ: ବାଇକ ରୁ ଭାରସାମ୍ୟ ହରାଇ ଯୁବକ ମୃତ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଦୁମାଡ଼ିହି ଗ୍ରାମରେ। ସୂଚନା ଅନୁସାରେ ମୃତକ ଗୋବିନ୍ଦ ସର୍ଦାର ନିଜ ଘୋରଇ କାମ ପାଇଁ ବଜାରକୁ ଆସୁଥିବା ସମୟରେ ଜାମଦା ଡାକ୍ତର ଖାନା ସମ୍ମୁଖରେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ ।ଏହାପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ।ଡାକ୍ତର ତାଙ୍କୁ ମୃତ ଘଷଣା କରିବା ସହିତ ଶବ ବ୍ୟବଚ୍ଛେଦ କରିଛନ୍ତି।ଘଟଣାକୁ ନେଇ ଜାମଦା ପୋଲିସ ୭୨/୨୪ ଏକ କେଶ୍ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: