Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋ ବସରୁ ଚୋରି , ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago
ମୋ ବସରୁ ଚୋରି , ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ ଅଭିଯୋଗ

ଅର୍ଗସ ବ୍ୟୁରୋ :  ମୋ ବସରୁ ଚୋରି। ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ ଅଭିଯୋଗ । କଟକ ତ୍ରିଶୂଳିଆରୁ ବରମୁଣ୍ଡା ଯାଉଥିବା 8 ନମ୍ବର ବସରେ ଲୁଟ୍।  ଜଣେ ମହିଳାଙ୍କ ଠାରୁ ଲୁଟ ବେଳେ ତିନି ମହିଳାଙ୍କୁ କାବୁ କଲେ ଯାତ୍ରୀ ।

ଅଧିକ ପଢନ୍ତୁ : ସାବାଡ୍ ହେବେ ଅମାନିଆ ମୋ ବସ୍‌ ଡ୍ରାଇଭର , ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର

ତେବେ ମୋ ବସକୁ ଅଟକାଇ ମହିଳାଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ସୁନା ଅଳଙ୍କାର ଜବତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ମହିଳାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
theft in mo bus, theft of gold jewelery from a woman | Argus News