Videos
|
Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ

ଅର୍ଗସ ବ୍ୟୁରୋ: ଅର୍ପଣ ରଥକୁ ଚାରିଆଡେ ବିରୋଧ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ । ପୁରୀରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ କୁ ବିରୋଧ। ପାଣ୍ଡିଆନ ଗୋ ବ୍ୟାକ ନାରା ଦେଲା ଛାତ୍ର କଂଗ୍ରେସ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କୁ ଅପମାନ କରାଯାଇଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରେ ପଣ୍ଡିଆନ ଙ୍କୁ କଳା ପତାକା ଦେଖାଇଛି ଛାତ୍ର କଂଗ୍ରେସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: