Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସରେ ବଢ଼ିବାରେ ଲାଗିଛି କନ୍ଦଳ

Rashmita Mishra
Browse all articles by Rashmita Mishra
·1 year ago
କଂଗ୍ରେସରେ ବଢ଼ିବାରେ ଲାଗିଛି କନ୍ଦଳ

ଅର୍ଗସ ବ୍ୟୁରୋ: ନିର୍ବାଚନରେ ଲଗାତାର ନିରାଶାଜନକ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସରେ ବଢ଼ିବାରେ ଲାଗିଛି କନ୍ଦଳ। କଥା ବାହାରେ ପ୍ରଘଟ ନ ହେଉ ଏଥିପାଇଁ ରାଜ୍ୟର କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ ଫତୱା ଜାରି କଲେ ହାଇକମାଣ୍ଡ। କିନ୍ତୁ ଏହାକୁ ଖାତିର ନ କରି ବିସ୍ଫୋରଣ କରିଛନ୍ତି ତାରାପ୍ରସାଦ ବାହିନୀପତି। କହିଛନ୍ତି କଂଗ୍ରେସରେ ଏବେ ବିଭାଜନ ସ୍ଥିତି। ଦଳ ଭିତରେ ଗୋଡ଼ ଟଣାଟଣି ଚାଲିଛି । ଯେଉଁଥିପାଇଁ ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି।
ନିର୍ବାଚନ ପରେ ବଢୁଛି କଂଗ୍ରେସେ କଳି ଦଳୀୟ ଫତୱା ପରେ ବି ତାରାଙ୍କ ବୋମା ।ବିସ୍ଫୋରଣ ବୟାନ ଦେଇ ଛାଡିଲେ ଗୁଗଲିକହିଲେ କଂଗ୍ରେସରେ ଏବେ ବିଭାଜନ ସ୍ଥିତି । ଦଳ ଭିତିରେ ଚାଲିଛି  ଗୋଡ଼ ଝିକା ଝିକି

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is growing anger in the Congress | Argus News