Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆମ ଭିତରେ କିଛି ବିବାଦ ନାହିଁ : ପ୍ରଣବ ପ୍ରକାଶ ଦାସ

Odisha

ଆମ ଭିତରେ କିଛି ବିବାଦ ନାହିଁ : ପ୍ରଣବ ପ୍ରକାଶ ଦାସ

Banajyotshna Ray
Browse all articles by Banajyotshna Ray
·1 year ago
ଆମ ଭିତରେ କିଛି ବିବାଦ ନାହିଁ : ପ୍ରଣବ ପ୍ରକାଶ ଦାସ

ଅର୍ଗସ ବ୍ୟୁରୋ:  ସଂକଟ ପଡ଼ିଲେ ତିନି ପରିବାର ଏକାଠି । ଏବେ ଆମ ଭିତରେ କିଛି ବିବାଦ ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଗତକାଲି ଯାଜପୁର ସଂସ୍କୃତି ଭବନରେ ବିଜେଡି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବବି ଜିତୁ ଡାନିଙ୍କୁ ଯାଜପୁରର ବିଜେଡ଼ି ଦାବି କରିଛନ୍ତି ବବି । ପୂର୍ବରୁ ଆମ ଭିତରେ ବିବାଦ ଥିଲା ହେଲେ ଏବେ ବିଜେଡି ମାନେ ବବି ଜିତୁ ଡାନି ବୋଲି ସେ କହିଛନ୍ତି । ପୂର୍ବରୁ ଆମ ଭିତରେ ବିବାଦ ଥିଲା ସେଥିପାଇଁ କ୍ଷତି ସହିଲୁ ବୋଲି କହିଛନ୍ତି ବବି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପୁନର୍ବାର ଫର୍ମକୁ ଫେରିବ ଆଉ ଶକ୍ତି ଦେଖାଇବ ବୋଲି ମଧ୍ୟ ଦାବି କରିଛନ୍ତି । କିଛିଦିନ ପୂର୍ବରୁ ଯାଜପୁର ତିନି ପରିବାର  ଦୁର୍ନୀତିର ଗଡ଼ ସଜାଇଥିବା କହି ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
There is no conflict between us: Pranab Prakash Das | Argus News