ଗାଆଁକୁ ନାହିଁ ଭଲ ରାସ୍ତା, ଷ୍ଟ୍ରେଚର୍ ରେ ବୁହା ହେଲେ ରୋଗୀ
·2 years ago

ଝାରସୁଗୁଡା : ପୁଣି ଷ୍ଟ୍ରେଚର୍ ରେ ବୁହା ହେଲେ ରୋଗୀ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଖୋଡ ଶିଳ୍ପ ସମୃଦ୍ଧ ଝାରସୁଗୁଡା ରେ ଆଜି ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗାଆଁକୁ ଭଲ ରାସ୍ତା ନଥିବା ରୁ ଅସୁସ୍ଥ ରୋଗୀଙ୍କୁ ଷ୍ଟ୍ରେଚର ରେ ବୋହି 1 କିଲୋମିଟର ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ଫିଟିନି ରାସ୍ତା
ଝାରସୁଗୁଡା଼ ଜିଲ୍ଲାର ଲଇକେରା ବ୍ଲକ ନିକ୍ତିମାଲ ପଂଚାୟତ ର ନାଏକଡିହି ଗ୍ରାମର ଜଣେ ଅସହାୟ ଅସୁସ୍ଥ କୁନୁ ଓରାମ ଙ୍କୁ ଏପରି ବୋହି ନେବାର ଦେଖିବାକୁ ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: