Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୋହେଲାରେ ହେବ ବିଶାଳ ଚାଷୀ ସମାବେଶ, ସାମିଲ ହେବେ ଲକ୍ଷାଧିକ ଚାଷୀ

Banajyotshna Ray
Browse all articles by Banajyotshna Ray
·1 year ago
ସୋହେଲାରେ ହେବ ବିଶାଳ ଚାଷୀ ସମାବେଶ, ସାମିଲ ହେବେ ଲକ୍ଷାଧିକ ଚାଷୀ

ଅର୍ଗସ ବ୍ୟୁରୋ:   ବରଗଡ଼ ସୋହେଲାରେ ହେବ ବିଶାଳ ଚାଷୀ ସମାବେଶ । ସାମିଲ ହେବେ ଲକ୍ଷାଧିକ ଚାଷୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନଭେମ୍ବର ତୃତୀୟ ସପ୍ତାହରେ ଖରିଫ ଧାନ କିଣା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧାନ କିଣାର ଶୁଭାରମ୍ଭ ହେବ। ଏଥର ଚାଷୀଙ୍କୁ ଧାନ କ୍ବିଣ୍ଟାଲ୍ ପିଛା 31 ଶହ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏଥିରେ ରହିଛି 800 ଟଙ୍କାର ବୋନସ୍। ସୋହେଲା ସମାବେଶରେ ହିଁ 800 ଟଙ୍କା ବୋନସ୍ ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be a huge gathering of farmers in Sohela, lakhs of farmers will be involved | Argus News