Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଚାଲିଛି ତଦନ୍ତ 

Odisha

ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଚାଲିଛି ତଦନ୍ତ 

Manini Pattanayak
Browse all articles by Manini Pattanayak
·2 years ago
ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଚାଲିଛି ତଦନ୍ତ 

ଭୁବନେଶ୍ବର : ଭୁବନେଶ୍ବର ଶିଶୁପାଳଗଡ଼ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ । ଝରକା ତାଡି ନେଇଗଲେ ଟଙ୍କା ଓ ସୁନାଗହଣା । ଧଉଳି ଥାନାରେ ଏନେଇ ଅଭିଯୋଗ କଲେ ଲୁଟ୍‌ର ଶିକାର ସମରେନ୍ଦ୍ର ବେହେରା ।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଲୁଟ୍ । ୨ଟି ସୁନା ଚେନ, ୨ ହଳ କାନଫୁଲ, ୨ଟି ସୁନା ଚୁଡ଼ି ଚୋରି ହୋଇଥିବା ଅଭିଯୋଗ । ଅଭିଯୋଗ ପାଇବା ପରେ ଛାନଭିନ କରୁଛି ପୋଲିସ । ସିସିଟିଭି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
They broke the window and loot money and jewelry. | Argus News