Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝରକା ଗ୍ରୀଲ ଭାଙ୍ଗି ଲୁଟି ନେଲେ ସୁନା ଗହଣା

Rashmita Mishra
Browse all articles by Rashmita Mishra
·2 years ago
ଝରକା ଗ୍ରୀଲ ଭାଙ୍ଗି ଲୁଟି ନେଲେ ସୁନା ଗହଣା

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚୋର ମାନଙ୍କର ଦିନିକୁ ଦିନ ଚୋରୀ ବଢିବାରେ ଲାଗିଛି । ସେଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଛେନାପଦି ଛକରେ ଥିବା ନରହରି ସା ଙ୍କ ଘରୁ ଗ୍ରୀଲ ଭାଙ୍ଗି ଚୋରୀ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ପରିବାର ଲୋକେ ଗରମ ହେଉଥିବା କାରଣରୁ ଛାତ ଉପରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ତଳ ଘରର ଝରକା ଗ୍ରୀଲ ଭାଙ୍ଗି ଗଡେରେଜରେ ଥିବା ତିନୋଟି ସୁନା ମୁଦି, ଗୋଟିଏ ମଙ୍ଗଳସୁତ୍ର ଓ ୨ହଳ ରୁପା ପାଉଁଜି ଆଦି ଚୋରି କରି ନେଇଛନ୍ତି।  ଆଜି ସକାଳ୬ଟା ବେଳେ ପରିବାର ଲୋକେ ଜାଣିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They broke the window grill and looted gold jewelry | Argus News