Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ଉପରେ ଧ୍ୟାନ

Rashmita Mishra
Browse all articles by Rashmita Mishra
·1 year ago
ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ଉପରେ ଧ୍ୟାନ

ଅର୍ଗସ ବ୍ୟୁରୋ: ଏଥର ଦଶହରାରେ ଶବ୍ଦ ପ୍ରଦୂଷଣ ରୋକିବ କମିସନରେଟ ପୋଲି । ୬୫ ଡେସିବିଲରୁ ଅଧିକ ଶବ୍ଦ ହେଲେ ଜବତ ହେବ ସାଉଣ୍ଡ ବକ୍ସ, ରଦ୍ଦ ହେବ ଲାଇସେନ୍ସ । ନିୟମ ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡିଲେ କରାଯିବ ଗିରଫଦାରୀ । ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣୀ ନିଷ୍ପତ୍ତିକୁ ପୂଜା କମିଟିର ସ୍ବାଗତ... ପାରମ୍ପରିକ ବାଦ୍ୟଯନ୍ତ୍ର ଉପରେ ଅଧିକ କଟକଣା ନଲଗାଇବା ପାଇଁ ଅନୁରୋଧ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time focusing on noise pollution in dozens | Argus News