Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ଡିଜି ବୈଠକ, ଆଜି ଧମକ ଦେଲା ପନୁନ

Swayangprajna Mishra
Browse all articles by Swayangprajna Mishra
·1 year ago
କାଲି ଡିଜି ବୈଠକ, ଆଜି ଧମକ ଦେଲା ପନୁନ

ଅର୍ଗସ ବ୍ୟୁରୋ : ଡିଜି କନଫରେନ୍ସ ପୂର୍ବରୁ ଧମକ  । ଖଲିସ୍ତାନୀ ବିଛିନ୍ନତାବାଦୀ ନେତା  ଗୁରପତୱନ୍ତ ସିଂ ପନୁନଙ୍କ ଧମକ । ଡିଜିପି କନଫରେନ୍ସ ପୂର୍ବରୁ ବଡ ଧରଣର ଆକ୍ରମଣ କରାଯିବ ବୋଲି ସେ ଧମକ ଦେଇଛି । ଟେମ୍ପଲ ସିଟି ଭୁବେନଶ୍ବରକୁ ସେ ଟେରର ସିଟି କହିଛି । କାଲିଠୁ ଭୁବେନଶ୍ବରରେ ଆରମ୍ଭ ହେଉଛି ଡିଜି ସମ୍ମିଳନୀ । ଡିଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେବେ  । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗଦେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Threats by Khalistani separatist leader Gurpatwant Singh Panun to odisha | Argus News