Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଦୁଇ ବାଇକ ମୁହାଁମୁହିଁ ଧକ୍କା, 3 ମୃତ

Odisha

 ଦୁଇ ବାଇକ ମୁହାଁମୁହିଁ ଧକ୍କା, 3 ମୃତ

Smruti Parija
Browse all articles by Smruti Parija
·2 years ago
 ଦୁଇ ବାଇକ ମୁହାଁମୁହିଁ ଧକ୍କା, 3 ମୃତ

କୋରାପୁଟ:  ସଡକ ଦୁର୍ଘଟଣାରେ ୩ ମୃତ ।  କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୂର୍ ଠାରେ ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ ଦୁଇଟି ବାଇକ୍ ମୁହାଁମୁହିଁ ହେବା ଦ୍ବାରା ଘଟଣାସ୍ଥଳରେ ତଳେ ପଡ଼ିଯାଇଥିଲେ । ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ଜୟପୁର ସଦର ଥାନା ପୋଲିସ ନିଜ ବୋଲେରୋରେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
three-died-in-bus-accident-at-koraput-jeypore | Argus News