କଲରାପତରିଆ ବାଘ ମୃତ୍ୟୁ ଘଟଣା: ଫରେଷ୍ଟରଗାର୍ଡ ନିଲମ୍ବିତ
·2 years ago

ଅର୍ଗସ ବ୍ୟୁରୋ: ଆଠମଲ୍ଲିକ ମିଣ୍ଡୋଳ ଗ୍ରାମରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଫରେଷ୍ଟର ଗାର୍ଡ ନିଲମ୍ବିତ। ଅନୁଗୋଳ RCCF ସୁଧାଂଶୁ ଶେଖର ଖରା ପାଇକସାହି ସେକ୍ସନର ଫରେଷ୍ଟର ଆଲୋକ ନାଥ ମିଶ୍ର ଓ ଗାର୍ଡ ଅରୁଣ କୁମାର ଦୀପଙ୍କୁ ନିଲମ୍ବିତ କରିଛନ୍ତି।
ଏଥିସହ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ ଜଣେ ଶିକାରୀଙ୍କୁ ଗିରଫ କରିଥିଲା ବନ ବିଭାଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: