Videos
|
Odisha

ମୋବାଇଲରେ କଏଦ ହେଲା ବାରହା ଶିକାର ଦୃଶ୍ୟ

Ritu Das
Browse all articles by Ritu Das
·2 years ago
ମୋବାଇଲରେ କଏଦ ହେଲା ବାରହା ଶିକାର ଦୃଶ୍ୟ

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ଶିମିଳିପାଳ ଜଙ୍ଗଲରେ ଏକ ଚିତା ବାଘ ବାରହାକୁ ଶିକାର କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ସୁଟିଂ କଲେ ପର୍ଯ୍ୟଟକ। ଘଟଣା ମୁତାବକ ଗତକାଲି ବାରିପଦାରୁ ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକ ଯାଇଥିଲେ। ଚହଲା ଠାରୁ ପିଠାବଟା ଦେଇ ବାରିପଦା ଫେରୁଥିବା ବେଳେ ଭଞ୍ଜାମ ଗେଟର ୩ରୁ ୪କି:ମି ପୂର୍ବରୁ ସନ୍ଧ୍ୟା ୭ଟା ପାଖାପାଖି ରାସ୍ତାରେ ବାଘକୁ ପାଇଲେ। 

ତେବେ ଚିତା ବାଘଟି ସେତିକିବେଳେ ବାରାହାକୁ ଶିକାର କରୁଥିବା ବେଳେ ରାସ୍ତାରେ କିଛି ସମୟ ଧରି ଯାଉଥିବା ଦୃଶ୍ୟକୁ ମୋବାଇଲ ମାଧ୍ୟମରେ ସୁଟିଂ କରିଥିଲେ ପର୍ଯ୍ୟଟକ। ଏହା ଏବେ ଭାଇରାଲ ହେବାରେ ଲାଗିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
tiger killed wildboar | Argus News