Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିସିଟିଭିରେ କଏଦ ହେଲା ବାଘର ବିଚରଣ ଦୃଶ୍ୟ

Manini Pattanayak
Browse all articles by Manini Pattanayak
·1 year ago
ସିସିଟିଭିରେ କଏଦ ହେଲା ବାଘର ବିଚରଣ ଦୃଶ୍ୟ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ଅଞ୍ଚଳରେ ବାଘ ଆତଙ୍କ l ସିସିଟିଭିରେ କଏଦ ହେଲା ବାଘର ବିଚରଣ ଦୃଶ୍ୟ। ବିଟିପୁର ପଞ୍ଚାୟତ ଗଡ଼ସାହିରେ ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ଏକ ବାଘ ବୁଲୁଥିବା ସିସିଟିଭିରେ ଦେଖିବାକୁ ପାଇଥିଲେ ।

ଯାହାକୁ ନେଇ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି l ବର୍ତ୍ତମାନ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ନଥିବା ବେଳେ ତୁରନ୍ତ ବନ ବିଭାଗ ପହଞ୍ଚି ଏହାକୁ ଚିହ୍ନଟ କରି ଠାବ କରିବାକୁ ଦାବୀ ହୋଇଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger terror in Agrapada area under Bant block of Bhadrak district | Argus News