Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ବାଘ 

Manini Pattanayak
Browse all articles by Manini Pattanayak
·1 year ago
ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ବାଘ 

ଭୁବନେଶ୍ୱର:  ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ବାଘ । ୧୦ ବର୍ଷ ମଧ୍ୟରେ ୪୮ଟି କଲରା ପତରିଆ ଓ ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଛି । ୨୫ ଶିକାରୀଙ୍କ ଦ୍ବାରା ହତ୍ୟା କରାଯାଇଛି ।

ସେହିପରି ୪ଟି ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣାରେ ୨, ରାସ୍ତା ଦୁର୍ଘଟଣାରେ ୩, ନଦୀ ନାଳରେ ବୁଡି ୬ଟି ବାଘର ମୃତ୍ୟୁ ହୋଇଛି । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tigers are not safe in the junglIn 10 years, 48 ​​kalara pataria tigers and 7 tigers have died.e | Argus News