Videos
|
Odisha

ଦିଲ୍ଲୀରେ  ୭୮ତମ ସ୍ବାଧୀନତା ଦିବସରେ ସାମିଲ ହେବା  ଦିପ୍ତିମୟୀ 

Manini Pattanayak
Browse all articles by Manini Pattanayak
·1 year ago
ଦିଲ୍ଲୀରେ  ୭୮ତମ ସ୍ବାଧୀନତା ଦିବସରେ ସାମିଲ ହେବା  ଦିପ୍ତିମୟୀ 

ଜଗତସିଂହପୁର: ତିର୍ତ୍ତୋଲ ଝିଅ ମଲ୍ଲିକ ଦିପ୍ତିମୟୀଙ୍କୁ ଦିଲ୍ଲୀ ଡ଼ାକରା। ୭୮ତମ ସ୍ବାଧୀନତା ଦିବସରେ ସାମିଲ ହେବା ପାଇଁ  ତିର୍ତ୍ତୋଲ ମହମ୍ମଦାବାଦ ଗ୍ରାମର ଦିପ୍ତିମୟିଙ୍କୁ ନିମନ୍ତ୍ରଣ କରାଯାଇଛି। ଦିପ୍ତିମୟୀ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସମାଜଶାସ୍ତ୍ରର ଦ୍ବିତୀୟ ବର୍ଷର ଛାତ୍ରୀ।

କଲେଜ ପକ୍ଷରୁ ସାମାଜିକ କାର୍ଯ୍ୟପାଇଁ ଥିବା ଏନଏସଏସ ରେ ଜଣେ ଆଗଧାଡିର ଭଲୁଣ୍ଟର ଭାବେ କାର୍ଯ୍ୟକରିବା ସହ ଅମ୍ବୃତ କଳସ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଦିଲ୍ଲୀ ଲାଲକିଲାରେ ହେବାକୁ ଥିବା  କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ରୂପେ ନିମନ୍ତ୍ରଣ କରାଯାଇଛି। 

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tirtol girl Mallik Deeptimayi called Delhi. | Argus News