Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟିଟିଲାଗଡ଼ ପାଲଟିଛି ତତଲାଗଡ଼   

Manini Pattanayak
Browse all articles by Manini Pattanayak
·2 years ago
ଟିଟିଲାଗଡ଼ ପାଲଟିଛି ତତଲାଗଡ଼   

ବଲାଙ୍ଗିର: ଟିଟିଲାଗଡ଼ ଏବେ ତତଲାଗଡ଼ ପାଲଟିଛି। ଆକାଶ ରୁ ନିଆଁ ବର୍ଷା ହେଲା ଭଳି ଲାଗୁ ଥିବା ବେଳେ ରାସ୍ତାଘାଟ ଗୁଡିକ ଖାଁ ଖାଁ ଲାଗୁଛି।   ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ସକାଳୁ 9 ରୁ 4 ଟା ପର୍ଯ୍ୟନ୍ତ ଘର ବାହାରକୁ ବାହାରିବା ପାଇଁ ମୁସ୍କିଲ ହୋଇପଡୁଛି।

 ଲୋକେ କାମ ଥିଲେ ହିଁ ବାହାରକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ ସ୍ଥାନରେ ଜଳ ଛତ୍ର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଦେଖିବାକୁ ମିଳୁଛି।  ଯାହାକୁ ନେଇ  ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ଆଖୁ, ଲସି ଦୋକାନ ଗୁଡିକ ମଧ୍ୟ ଖାଁ ଖାଁ ଲାଗୁଛି।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Titilagarh has now become Tatlagarh | Argus News