Videos
|
Odisha

ଆଜି ବିଶ୍ବ ହସ୍ତୀ ଦିବସ 

Manini Pattanayak
Browse all articles by Manini Pattanayak
·2 years ago
ଆଜି ବିଶ୍ବ ହସ୍ତୀ ଦିବସ 

 ଭୁବନେଶ୍ୱର :  ଆଜି ବିଶ୍ବ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଚେତନ ହେବା ଏହି ଦିବସର ଉଦ୍ଦେଶ୍ୟ । ହେଲେ ରାଜ୍ୟରେ ଅସୁରକ୍ଷିତ ଗଜରାଜ । ବିଜେଡି ସରକାରବେଳେ ବଢିଛି ହାତୀ ମୃତ୍ୟୁ ସଂଖ୍ୟା । ହାତୀବଂଶକୁ ସୁରକ୍ଷା ଦେଇ ପାରିଲାନି ଅପାରଗ 25 ବର୍ଷ ସରକାର । 

ସରକାରୀ ତଥ୍ୟ କହୁଛି, ଗତ 12 ବର୍ଷରେ ରାଜ୍ୟରେ ସମୁଦାୟ 954ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ 204ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। 2019ରୁ 2022 ମଧ୍ୟରେ ରାଜ୍ୟରେ ମୋଟ 245ଟି ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ 36ଟି ହାତୀ, କେନ୍ଦୁଝରରେ 21, ଅନୁଗୁଳ ଓ ସାତକୋଶିଆରେ 12ଟି, ଆଠଗଡ଼, ଦେବଗଡ଼, ଶିମିଳିପାଳ ଦକ୍ଷିଣରେ 11, କଳାହାଣ୍ଡି ଦକ୍ଷିଣରେ 10ଟି, ଖୋର୍ଦ୍ଧା 10ଟି ହାତୀ ମୃତ୍ୟୁ ହୋଇଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: