Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଆଜି ଅସହ୍ୟ ତାତି, ସାଢେ ୧୧ରୁ ଜଳିଲାଣି ଭୁବନେଶ୍ୱର 

Manini Pattanayak
Browse all articles by Manini Pattanayak
·2 years ago
 ଆଜି ଅସହ୍ୟ ତାତି, ସାଢେ ୧୧ରୁ ଜଳିଲାଣି ଭୁବନେଶ୍ୱର 

ଭୁବନେଶ୍ୱର:  କଲବଲ କରୁଛି ତାତି । ଆଜି ପୁଣି ଅସହ୍ୟ ତାତି। ସାଢେ ୧୧ରୁ ଜଳିଲାଣି ଭୁବନେଶ୍ୱର।  ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।  କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୯.୮  ସହ ଭୁବନେଶ୍ୱର  ଏବେ ରାଜ୍ୟର ସର୍ବାଧିକ  ଉତ୍ତପ୍ତ  ସହର।  କେନ୍ଦୁଝର ୩୯.୯, ବାଲେଶ୍ୱର  ଓ ଝାରସୁଗୁଡା ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

 ଅଧିକ ପଢନ୍ତୁ ଓଡିଶା  ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is heavy heat wave in bhubaneswar | Argus News