Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ହୀରକ ଜୟନ୍ତୀ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ହୀରକ ଜୟନ୍ତୀ

ଅର୍ଗସ ବ୍ୟୁରୋ : ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75ତମ ହୀରକ ଜୟନ୍ତୀ । ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ମୁଖ୍ୟ ଅତିଥି ରୂପେ  ଯୋଗଦେବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସିଧାସଳଖ ମହାମହିମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟକୁ ଯିବେ ।

ଅଧିକ ପଢନ୍ତୁ : ନୌସେନା ଦିବସ ଉପଲକ୍ଷେ ଆଜି ପୁରୀରେ ସ୍କୁଲ ବନ୍ଦ

ରାଷ୍ଟ୍ରପତିଙ୍କ ସମେତ, ମୁଖ୍ୟମନ୍ତ୍ରୀ , କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ର ଆୟୁଷ ମନ୍ତ୍ରୀ ମଧ୍ୟ ଯୋଗଦେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the 75th Diamond Jubilee of Gopabandhu Ayurveda College | Argus News