ଆଜି ପବିତ୍ର 'ଇଦ ଉଲ୍ ଫିତର'
·1 year ago

ଅର୍ଗସ ବ୍ୟୁରୋ: ଇଦ୍ ମୁବାରକ...ଆଜି ପବିତ୍ର 'ଇଦ ଉଲ୍ ଫିତର' । ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ । ସାରା ଦେଶରେ ବେଶ୍ ଧୂମଧାମରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ । ମାସକର ରମଜାନ ପରେ ଆଜି ବେଶ୍ ଉତ୍ସାହର ସହ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ । ଇସଲାମ ଧର୍ମାବଲମ୍ବୀଙ୍କର ସବୁଠୁ ବଡ଼ ପର୍ବ... ଦାନ ଓ ଧର୍ମର ପର୍ବ... ଇଦ୍-ଉଲ୍-ଫିତର ବା ଇଦ୍।
ଏଥିପାଇଁ ସବୁଠି ଉତ୍ସବମୁଖର ପରିବେଶ। ଦୀର୍ଘ ଗୋଟିଏ ମାସର ଉପବାସ ପରେ ଚାନ୍ଦ ଦେଖିବା ପରେ ପାଳିତ ହେବ ଇଦ୍-ଉଲ୍-ଫିତର । ଶେଷ ରୋଜା ଆଜି ପାଳନ ହେଉଛି ଇଦ୍। ଖାଇ.. ପିଇ ... ସାମୁହିକ ନମାଜ ପାଠ ସହ ପରସ୍ପରକୁ ଶୁଭେଚ୍ଛା ଜଣାଇ ଇଦ୍ ପାଳନ ହେବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: