Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ହେଉଛି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ଶୈବପୀଠ

Odisha

ଆଜି ହେଉଛି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ଶୈବପୀଠ

Ritu Das
Browse all articles by Ritu Das
·2 years ago
ଆଜି ହେଉଛି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ଶୈବପୀଠ

ଅର୍ଗସ ବ୍ୟୁରୋ: ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଆଜି ସକାଳୁ ଠିକ ସମୟରେ ନୀତିକାନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ସବୁ ନୀତି କାନ୍ତି ଠିକ ସମୟରେ ଚାଲିଛି। ଭୋର 3 ଟାରେ ଦ୍ବାର ଫିଟା ସହ 3.30 ସୁଦ୍ଧା ଅବକାଶ ନୀତି କାନ୍ତି ସରିଛି । 

3ଟା 30 ରୁ ଦିବା 11 ଟା ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି । ପୋଲିସ, ପ୍ରଶାସନ ପକ୍ଷରୁ ଠିକ ବ୍ୟବସ୍ଥା ଚାଲିଛି । ଶାନ୍ତି ଶୃଙ୍ଖଳା ସହ ଭକ୍ତ ମାନେ ଦର୍ଶନ କରୁଛନ୍ତି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the holy | Argus News