ଚିକିଟି ମଦ ମୃତ୍ୟୁକୁ ନେଇ ସରଗରମ ହୋଇପାରେ ଗୃହ !
·1 year ago

ଭୁବନେଶ୍ୱର: ଆଜି ହେଉଛି ବିଧାନସଭାର ତୃତୀୟ ଦିନ। ତେବେ ଗୃହ ସ୍ବାଭାବିକ ଭାବେ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ। ଚିକିଟି ମଦ ମୃତ୍ୟୁକୁ ନେଇ ଗୃହ ସରଗରମ ହୋଇପାରେ ।
ଜଳ ସମ୍ପଦ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଚି। ସେପଟେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି। ବିରୋଧୀ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆସିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: