କାମଚଳା ବଜେଟ ଅଧିବେଶନର ତୃତୀୟ ଦିନ
·2 years ago

ଭୁବନେଶ୍ୱର: ଆଜି ବିଧାନସଭା କାମଚଳା ବଜେଟ ଅଧିବେଶନର ତୃତୀୟ ଦିନ । ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଶେଷ ଅଧିବେଶନ ଯୋଗୁଁ ସରଗରମ ରହିପାରେ ଗୃହ । ବିଧାୟକ ଦଳ ବୈଠକ ହୋଇଥିବା ଆଲୋଚନା ଅନୁଯାୟୀ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।
ଆଜି କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରଶ୍ନ ଉତ୍ତରକୁ ନେଇ ହେବ ଆଲୋଚନା । ଏହାସହ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ।
ଆଜି ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: