Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ବିଶ୍ୱ ପାଳୁଛି ଖାଦ୍ୟ ଦିବସ

Odisha

ଆଜି ବିଶ୍ୱ ପାଳୁଛି ଖାଦ୍ୟ ଦିବସ

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜି ବିଶ୍ୱ ପାଳୁଛି ଖାଦ୍ୟ ଦିବସ

ଭୁବନେଶ୍ୱର:  ମୁଠାଏ ଅନ୍ନ ଗୋଟିଏ ଜୀବନ । ଏହି ବାର୍ତ୍ତା ସହ ଆଜି  ବିଶ୍ୱ ପାଳୁଛି ଖାଦ୍ୟ ଦିବସ। ଏନେଇ ଭୁବନେଶ୍ଵରରେ ଭୋକମୁକ୍ତ ଅଭିଯାନ ସହ ପାଳିତ ହୋଇଯାଇଛି ଏହି ସ୍ବତନ୍ତ୍ର ଦିବସ । ମାଲାବାର ଗୃପ ପକ୍ଷରୁ ୫୧ ହଜାର ଖାଦ୍ୟ ପୁଡିଆ ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି।  

ବର୍ତମାନ ଓଡ଼ିଶା, ୱଷ୍ଟବେଙ୍ଗଲ, ଝାଡ଼ଖଣ୍ଡରେ ୫ ହଜାର ୭ ଶହ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଥିବା ବେଳେ ଆଗକୁ ଅନେକ ସ୍ଥାନରେ ଖାଦ୍ୟ ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ସମସ୍ତ କର୍ମଚାରୀ ମାନେ ନିଜ କର୍ମ ସହ ଯଥା ସମ୍ଭବ ଜଣେ ଭୋକିଲାକୁ ସାହାର୍ଯ୍ୟ କରିବା ସହ ସମାଜ ସେବାରେ ନିଜକୁ ସାମିଲ କରିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଛନ୍ତି ମାଳବର୍ ଗ୍ରୁପ୍। ଏଥିସହ  ଖାଦ୍ୟ ନଷ୍ଟ ନ କରିବା ପାଇଁ ଆହ୍ବାନ ଦେଇଛନ୍ତି ସାମିଲ୍ ହୋଇଥିବା ଅନେକ ସାମାଜିକ କର୍ମୀ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A handful of rice is a life. With this message, the world is celebrating Food Day | Argus News