Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା ଆରମ୍ଭ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜି ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା ଆରମ୍ଭ

ଅର୍ଗସ ବ୍ୟୁରୋ : ଆଉ କିଛି ସମୟ ପରେ ଆରମ୍ଭ ହେବ 2024 -25 ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା। ଏଥିପାଇଁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ରେ ଧନୁଯାତ୍ରା କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ତିନି ଜଣ ଜୁରୀ ମେମ୍ବର ଙ୍କ ଦ୍ଵାରା ଚୟନ ହେବେ କଂସ ।

ଅଧିକ ପଢନ୍ତୁ : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ଚୟନ ପାଇଁ ତାରିଖ ଘୋଷଣା

2022 ମସିହାରେ ଦ୍ଵିତୀୟ ରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିବା ଚାରି ଜଣଙ୍କ ମଧ୍ୟରେ ହେବ ଚୟନ ପ୍ରକ୍ରିୟା । ଏହି ଚାରି ଜଣଙ୍କ ମଧ୍ୟରେ ଅଛନ୍ତି ,ଭୁବନେଶ୍ବର ପଧାନ,ଜଗଦାନନ୍ଦ ମିଶ୍ର ,ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today the selection process of kansa role for dhanujatra | Argus News