Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ ବେଳର ତାଜା ଖବର ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ଦିନ ବେଳର ତାଜା ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରୋ: ମାଲକାନଗିରିରେ ବନ୍ୟା ଦୁର୍ଦ୍ଦଶା....କମିଲା ବର୍ଷା....ହେଲେ ଏବେ ବି ପାଣି ଘେରରେ ମାଲକାନଗିରିର ଅନେକ ଅଞ୍ଚଳ....ଧୋଇଗଲା ରାସ୍ତା.....ସେପଟେ ବଣ୍ଡା ଘାଟିରେ ଭୁଶୁଡ଼ିଲା ଘର....ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ
୨- ବର୍ଷା ଯୋଗୁଁ ମାଲକାନଗିରି, ଗଞ୍ଜାମରେ ସ୍ଥିତି ବେହାଲ...୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ସେପଟେ କୋରାପୁଟରେ ପ୍ରବଳ ବର୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
୩- ଖୋଲିବ ସ୍ମିତାରାଣୀ ହତ୍ୟା ମାମଲାର ଫାଇଲ....ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟା ମାମଲା। କେସ୍ ରିଓପନ୍ କରିବାକୁ ବିଜେପି ଓବିସି ମୋର୍ଚ୍ଚାର ଦାବି....ସରକାର ଯଥାଯୋଗ୍ୟ ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିଶ୍ରୁତି ଦେଇଛନ୍ତି
୪- ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀକୁ ଚିହ୍ନଟ ପରେ ସତର୍କ ସରକାର....ସମସ୍ତ ରାଜ୍ୟକୁ ଚିଠି ଲେଖି କଲେ ସତର୍କ
୫- ଉତ୍ତରପ୍ରଦେଶରେ ଗଧିଆ ଆତଙ୍କ.....ବହରାଇଚରେ ଧରାପଡ଼ିଲା ଆଉ ଏକ ମଣିଷଖିଆ ଗଧିଆ.....ଅନ୍ୟ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ୍
୬- ଉତ୍ତରପ୍ରଦେଶର କାନପୁରରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି। ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡଯନ୍ତ୍ର ପଛରେ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାବେଳେ ଏନେଇ ତଦନ୍ତ ଆରମ୍ଭ ହୋଇଛି।
୭- 54 ତମ GST ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି....କ୍ୟାନସର ଔଷଧ ଓ ନମକିନ ଉପରେ ଜିଏସଟି କମିଥିବାବେଳେ ଅନଲାଇନ ଗେମିଂ ଉପରେ ଟିକସ 412 ପ୍ରତିଶତ ବୃଦ୍ଧି ପାଇଛି 
୮- ୬ ଜିଲ୍ଲାରେ କାଚିବ ବର୍ଷା....୩ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି....ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହେଲା ଅବପାତ
୯- ରିଲିଜ ହେଲା ଆଲିଆ ଭଟ୍ଟଙ୍କ ଜିଗରାର ଟିଜର.....ଟିଜରରେ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଦେଖିବାକୁ ମିଳିଛି। 
୧୦- ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ.... ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବରେ୨ଟି ଟେଷ୍ଟ ସିରିଜ ଖେଳିବ ଭାରତ...ଟିମକୁ ଫେରିଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today's latest | Argus News