Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରସିଦ୍ଧ ଶୀତଳ ଷଷ୍ଠୀର ଆଜି ଥାଳଉଠା କାର୍ଯ୍ୟକ୍ରମ

Ritu Das
Browse all articles by Ritu Das
·2 years ago
ପ୍ରସିଦ୍ଧ ଶୀତଳ ଷଷ୍ଠୀର ଆଜି ଥାଳଉଠା କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଆଜି ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀର ଯାତ୍ରାର ଥାଳ ଉଠା କାର୍ଯ୍ୟକ୍ରମ ରହିଛି । ପରମ୍ପରା ଅନୁସାରେ ଥାଳ ଉଠା କାର୍ଯ୍ୟକ୍ରମରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଇ ପିତାମାତା ଚୟନ କରାଯିବ। 

ତେବେ ନନ୍ଦପଡାର ଵାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା ଓ ମୁଦି ପଡାର ଜାଗେଶ୍ବର ବାବାଙ୍କ ମନ୍ଦିର ପ୍ରାଣଙ୍ଗନରେ ପୂଜାର୍ଚ୍ଚନା କରାଯାଇ ମାତା ପିତା ଚୟନ କରାଯିବ । ତେବେ ଥାଳ ଉଠା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେବେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today's Thala Utha | Argus News