Videos
|
Odisha

ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ

Swayangprajna Mishra
Browse all articles by Swayangprajna Mishra
·2 years ago
ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ

ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ। ବ୍ରହ୍ମପୁରରେ ମହା ଆଡ଼ମ୍ବରରେ ପାଳିତ ହେବ ପ୍ରତିଷ୍ଠା ଦିବସ। ସକାଳ 7ଟା ରୁ 9ଟା ହେବାକୁ ଥିବା ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସହିତ ଆଖପାଖ ଅଞ୍ଚଳର ଜନ ସାଧାରଣ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।

ଅଧିକ ପଢନ୍ତୁ ଓଡିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tomorrow is BJP's foundation day | Argus News