Videos
|
Odisha

ନିଆଳିରୁ ଶ୍ରୀକ୍ଷେତ୍ର ଯାଉଛି ଭାର, କାଲି ପଢୁଆଁ ହେବେ ମହାବାହୁ

Swayangprajna Mishra
Browse all articles by Swayangprajna Mishra
·1 year ago
ନିଆଳିରୁ ଶ୍ରୀକ୍ଷେତ୍ର ଯାଉଛି ଭାର, କାଲି ପଢୁଆଁ ହେବେ ମହାବାହୁ

 ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଥମାଷ୍ଟମୀ। ପଢୁଆଁ ହେବେ ମହାବାହୁ। ମାମୁଁ ଘରୁ ଭଣଜା ପାଖକୁ ଯାଉଛି ଅଷ୍ଟମୀ ଭାର। ନିଆଳି ଶ୍ରୀମାଧବଙ୍କ ପୀଠରେ ପୋଢୁଆ ଯାତ୍ରା। ପ୍ରଭାତରୁ ନିଆଳି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ନୀତିକାନ୍ତି। ନିଆଳିର ପ୍ରଭୁ ମାଧବାନନ୍ଦ ପୀଠ ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର। ଦିବ୍ୟ ସାମଗ୍ରୀ ନେଇ ଶ୍ରୀମନ୍ଦିର ଅଭିମୁଖେ ସଙ୍କୀର୍ତ୍ତନ ମଣ୍ଡଳୀ, ସେବାୟତ, ଶ୍ରଦ୍ଧାଳୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
tomorrow prathamastami will celebrate in puri temple | Argus News