Videos
|
Odisha

ପୁରୀରେ ଓଲଟିଲା ଟୁରିଷ୍ଟ ବସ: ୫୦ ଜଣ ଆହତ

Ritu Das
Browse all articles by Ritu Das
·2 years ago
ପୁରୀରେ ଓଲଟିଲା ଟୁରିଷ୍ଟ ବସ: ୫୦ ଜଣ ଆହତ

ଅର୍ଗସ ବ୍ୟୁରୋ: ଓଲଟିଲା ଯାତ୍ରୀବାହି ବସ। ପୁରୀ-ସାତପଡା ଜାତୀୟରାଜପଥର ହଳଦିଆ ଛକଠାରେ ଓଲଟିପଡିଲା ବସ୍। ବସ୍ ଭିତରେ ରହିଥିଲେ ୫୦ଜଣ ଯାତ୍ରୀ। 

ସାତପଡାରୁ ପୁରୀ ଅଭିମୁଖେ ଆସୁଥିଲା ବସ୍। ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି ସ୍ଥାନୀୟ ଲୋକେ। ଆହତ ମାନଙ୍କୁ ବ୍ରହ୍ମଗିରି ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tourist bus | Argus News