Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ: ୮ ଗୁରୁତର

Odisha

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ: ୮ ଗୁରୁତର

Ritu Das
Browse all articles by Ritu Das
·1 year ago
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ: ୮ ଗୁରୁତର

ଅର୍ଗସ ବ୍ୟୁରୋ: ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ବିଷାକ୍ତ ଗ୍ୟାସ ଲିକ ହେବାରୁ 8 ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।  ଗୁରୁତରଙ୍କୁ ighରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। 

5 ନମ୍ୱର୍ ବ୍ଲାଷ୍ଟ ଫର୍ନେସରେ ଏଭଳି ଅଘଟଣ ଘଟିଛି। ବିଷାକ୍ତ କାର୍ବନ ମନୋକସାଇଡ ଗ୍ୟାସ ଯୋଗୁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ତେବେ ଗ୍ୟାସ ଲିକର କାରଣ ଏଯାଏ ଜଣାପଡ଼ିନି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
toxic-gas | Argus News