Videos
|
Odisha

ବିରଜା ହାଟ ସ୍ଥାନାନ୍ତର ପ୍ରତିବାଦରେ ବ୍ୟବସାୟୀଙ୍କ ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·2 years ago
ବିରଜା ହାଟ ସ୍ଥାନାନ୍ତର ପ୍ରତିବାଦରେ ବ୍ୟବସାୟୀଙ୍କ ଆନ୍ଦୋଳନ

ଅର୍ଗସ ବ୍ୟୁରୋ:  ଯାଜପୁରରେ ବ୍ୟବସାୟୀଙ୍କ ଆନ୍ଦୋଳନ। ବିରଜା ହାଟ ସ୍ଥାନାନ୍ତର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଶହ ଶହ ବ୍ୟବସାୟୀଙ୍କ ସହ ସ୍ଥାନୀୟ ବାସିନ୍ଦା। ଗତ ଜାନୁଆରୀ ମାସରେ ବିରଜା ଅଗ୍ନିଶ୍ଵର ହାଟକୁ ଜବରଦସ୍ତ ସ୍ଥାନାନ୍ତର କରାଯାଇଥିଲା। ହଜାର ହଜାର ହାଟ ବ୍ୟବସାୟୀ, ପରିବା ଚାଷୀ ସ୍ଥାନାନ୍ତରିତ ପରେ ବ୍ୟବସାୟରେ କ୍ଷତି ସହିଲେ। ହାଇଟେକ୍ ବିରଜା ଅଗ୍ନିଶ୍ଵର ହାଟ ପାଇଁ ହେଇଥିବା ଚୁଡ଼ାନ୍ତ ପ୍ରକ୍ରିୟାରେ ଚଞ୍ଚକତା କରାଗଲା। ଦୁଇ କିଲୋମିଟର ଦୂରରେ ହାଟ କରାଗଲା। ହେଲେ ଦୁଇଶହ ବର୍ଷର ପୁରୁଣା ହାଟକୁ ନବୀକରଣ ନକରି କାହିଁକି ସ୍ଥାନାନ୍ତରିତ କରାଗଲା ତାର ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛି ବ୍ୟବସାୟୀ ସଂଘ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Traders' agitation against transfer of Birja market | Argus News