Train Gold Theft / AC ବଗିରୁ ସୁନା ଚୋରି ପରେ ତରଳାଇ କରୁଥଲେ ବିକ୍ରି, ଚୋର ସହ ଜୁଏଲାରୀ ମାଲିକ ଗିରଫ
·3 weeks ago·2 min read

Key Points
ଟ୍ରେନ୍ର ଏସି କୋଚ୍ରୁ ସୁନା ଅଳଙ୍କାର ଚୋରି କରି ତାକୁ ତରଳାଇ ବିକ୍ରି କରୁଥିବା ଚୋର ସହ ଚୋରି ସୁନାକୁ କିଣୁଥିବା କ୍ରେତାଙ୍କୁ ଗିରଫ କରିଛି ଜିଆରପି ପୋଲିସ ।
ଭୁବନେଶ୍ଵର: ଟ୍ରେନ୍ ଯାତ୍ରା ବେଳେ ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ । ନହେଲେ କେତେବେଳେ ବି ଆପଣଙ୍କ ଠାରୁ ଚୋରି ହୋଇପାରେ ଅଳଙ୍କାର । ଟ୍ରେନ୍ର ଏସି କୋଚ୍ରୁ ସୁନା ଅଳଙ୍କାର ଚୋରି କରି ତାକୁ ତରଳାଇ ବିକ୍ରି କରୁଥିବା ଚୋର ସହ ଚୋରି ସୁନାକୁ କିଣୁଥିବା କ୍ରେତାଙ୍କୁ ଗିରଫ କରିଛି ଜିଆରପି ପୋଲିସ ।
ସୂଚନା ଅନୁସାରେ, ଲୁଟେରା ଜଣଙ୍କ ରାତିରେ ଏକ୍ସପ୍ରେସ୍ ଟ୍ରେନ୍ରେ ଏସି ବଗିରେ ପଶୁଥିଲେ । ସୁଯୋଗ ଦେଖି ଯାତ୍ରୀଙ୍କ ଠାରୁ ସୁନା ଅଳଙ୍କାର ଚୋରି କରି ଟ୍ରେନ୍ର ଧଳା ବେଡସିଟ୍ ମଧ୍ୟରେ ଲୁଚାଇ ଆଣୁଥିଲେ । ଆଉ ପରେ ସେହି ଚୋରି ସୁନା ଅଳଙ୍କାର ବ୍ରହ୍ମପୁର ନେଇ ସେଠାରେ ତରଳାଇ ବିକ୍ରି କରୁଥିଲେ ।
ଏଥିସହ ପଢ଼ନ୍ତୁ: ଓଡ଼ିଆ ଖାଦ୍ୟ ଖାଇ ଅସୁସ୍ଥ ଆମେରିକୀୟ ଫିଲ୍ମମେକର…ହସ୍ପିଟାଲ ବିଲ୍ ଦେଖି ଉଡ଼ିଗଲା ହୋସ୍
ଟ୍ରେନ୍ରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଜିଆରପି ଓ ଆରପିଏଫ୍ ପୋଲିସ ତଦନ୍ତ କରି ୧୦ ଲକ୍ଷ ଟଙ୍କା ମୂଲ୍ୟର ତରଳ ସୁନା ଜବତ କରିଛନ୍ତି । ମାମଲାରେ ମୁଖ୍ୟ ଅଭିଯୁକ୍ତ ବୀରସେନ ତରାଇ ଏବଂ ସୁନା ଦୋକାନୀ ତାନାଜୀ ଦଶରଥ ୟେଭାଲେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଆରପି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ହେଉଥିଲା ଲୁଟ୍ ?
ମୁଖ୍ୟ ଅଭିଯୁକ୍ତ ବୀରସେନ ତରାଇ ଏକ୍ସପ୍ରେସ୍ ଟ୍ରେନ୍ର ଏସି ବଗିରେ ରାତି ଅଧରେ ପଶୁଥିଲା । ହାତରେ ରହୁଥିଲା ଏସି ବଗିରେ ମିଳୁଥିବା ବେଡ୍ ରୋଲ୍ କିଟ୍ । ସେହି କିଟ୍ ଧରି ଏସି ବଗିରେ ପଶିବା ସହ ଯାତ୍ରୀଙ୍କ ଅଳଙ୍କାର ଲୁଟ୍ କରୁଥିଲା ।
ଟ୍ରେନ୍ରେ ଲାଗିଥିବା ସିସିଟିଭିରେ ସୁନା ଚୋରିର ପ୍ରମାଣ ମଳିବା ପରେ ଉଭ ଜିଆରପି ଓ ଆରପିଏଫ୍ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି ଆଧାରରେ ତଦନ୍ତ କରି ପୋଲିସ ଲୁଟେରା ଏବଂ ଲୁଟ୍ ସୁନା ଜବତ କରିବାରେ ସଫଳତା ମିଳିଛି ।
ତଦନ୍ତରୁ ଜଣାପଡ଼ିଛି, ଚୋରି ହୋଇଥିବା ପ୍ରାୟ ୧୦୯ ଗ୍ରାମ୍ ସୁନା ଅଳଙ୍କାର ବ୍ରହ୍ମପୁର ନିଆଯାଇ ସେଠାରେ ତରଳାଇ ଦେଇଥିଲେ । ଏହା ପରେ ତରଳିଥିବା ସୁନାକୁ ସୁନା ବ୍ୟବସାୟୀଙ୍କୁ ଦେଇ ନଗଦ ଟଙ୍କା ଆଣିଥିଲା ଲୁଟେରା ।
ଏଥିସହ ପଢ଼ନ୍ତୁ: ପାଠପଢାରେ ଲାଗିପଡନ୍ତୁ; ଶିକ୍ଷକ ଆଶାୟୀଙ୍କୁ ନିଯୁକ୍ତି ନେଇ ଆଶ୍ୱାସନା ଦେଲେ ସରକାର
ନଗଦ ୮ ଲକ୍ଷ ଜବତ

ତରଳ ଓ ଚୋରି ସୁନା କିଣିଥିବା ଶ୍ରୀ ସିଦ୍ଧନାଥ ଜୁଏଲର୍ସର ମାଲିକ ତାନାଜୀ ଦଶରଥ ୟେଭାଲେଙ୍କୁ ଗିରଫ କରାଯାଇଛି । ଲୁଟ୍ ସୁନା ଚେନ ଏବଂ କାନଫୁଲ ସହ ନଗଦ ୮ ଲକ୍ଷ ୮୪ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
Related Topics
Explore more stories