Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକ-ଟ୍ରେଲର ମୁହାଁମୁହିଁ ଧକ୍କା: ଜଣେ ଡ୍ରାଇଭର ମୃତ

Ritu Das
Browse all articles by Ritu Das
·2 years ago
ଟ୍ରକ-ଟ୍ରେଲର ମୁହାଁମୁହିଁ ଧକ୍କା: ଜଣେ ଡ୍ରାଇଭର ମୃତ

ଅର୍ଗସ ବ୍ୟୁରୋ: ସମ୍ବଲପୁର-ଦେବଗଡର ମୁଖ୍ୟ ରାସ୍ତାରେ ଯିବା ଆସିବା ବନ୍ଦ। ଜମନକିରା , ଚିନି ମହୁଲ, ଆମଲାଙ୍ଗ ନିକଟରେ ଏକ ଟ୍ରକ ଓ ଟ୍ରେଲର ମୁହଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଦ୍ବାରା ରାସ୍ତା ଅବରୋଧ ହୋଇଛି। ଦୁର୍ଘଟଣାରେ 12 ଚକିଆ ଟ୍ରକ ଭାଙ୍ଗି ଯାଇଥିବା ଯୋଗୁଁ ଟ୍ରକଟିକୁ ରାସ୍ତାରୁ ବାହାର କରାଯାଇ ପାରୁନାହିଁ । 

ଯାହା ଫଳରେ ସମ୍ବଲପୁର ଓ ଦେବଗଡ଼ର ମୁଖ୍ୟ ରାସ୍ତା ଅବରୋଧ ହୋଇ ରହିଛି। ଫଳରେ ଦୀର୍ଘ 5 ଘଣ୍ଟା ଧରି ଯିବା ଆସିବା ବନ୍ଦ ହେବା ସହ ହଜାର ହଜାର ଗାଡି ରାସ୍ତାରେ ଛିଡା ହୋଇଛି। ଆଜି  ଭୋରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।  

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Truck-trailer collision | Argus News