Videos
|
Odisha

ମଙ୍ଗୁଳି ଛକରେ ଟ୍ରକକୁ ପିଟିଲା କାର : ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

Ritu Das
Browse all articles by Ritu Das
·2 years ago
ମଙ୍ଗୁଳି ଛକରେ ଟ୍ରକକୁ ପିଟିଲା କାର : ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଅର୍ଗସ ବ୍ୟୁରୋ: ଆଜି ଭୋରରୁ ମଙ୍ଗୁଳି ଛକରେ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। 

ଟ୍ରକକୁ ପଛ ପଟୁ ଧକ୍କା ଦେଇଛି ସୁଧାକରଙ୍କ କାର। ଚଣ୍ଡିଖୋଲ ପଟୁ କଟକ ଆସୁଥିଲା କାର। କାର ଭିତରୁ ଗୁରୁତରଙ୍କୁ କଟରରେ କାଟି ଉଦ୍ଧାର କରିଲା ଅଗ୍ନିଶମ ବିଭାଗର ଟିମ। ତେବେ ଦୁର୍ଘଟଣାର ସଠିକ କାରଣ ଜଣାପଡ଼ିନାହିଁ। କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Truck hit by car on Manguli | Argus News