Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ଶୋଭାଯାତ୍ରା ବେଳେ ଧକ୍କା ଦେଲା ଟ୍ରକ, ୩ ଆହତ

Odisha

ବିଜେଡି ଶୋଭାଯାତ୍ରା ବେଳେ ଧକ୍କା ଦେଲା ଟ୍ରକ, ୩ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେଡି ଶୋଭାଯାତ୍ରା ବେଳେ ଧକ୍କା ଦେଲା ଟ୍ରକ,  ୩ ଆହତ

କଟକ : ବଡମ୍ବା ଟାଉନ ନିକଟରେ ବିଜେଡି ବଡମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ଦୁର୍ଘଟଣା । ଏକ ଟ୍ରକ ବିଜେଡି ଶୋଭାଯାତ୍ରା ଗହଳି ମଧ୍ୟରେ ରହି ଯାଇ ୩ ଜଣଙ୍କୁ ଧକ୍କା ଦେଇଛି । ତିନି ବ୍ୟକ୍ତିଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଛି । ଏହି ଦୁର୍ଘଟଣାରେ ଜଣେ ବିଜେଡି କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ : ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ, ବିଜେଡିରୁ ଇସ୍ତଫା ଦେଲେ ଖଗେଶ୍ୱର ବେହେରା

ଆହତଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । ଶହ ଶହ ଗାଡି ମଧ୍ୟ ରେ ଏହି ଦୁର୍ଘଟଣା ଘଟିଛି। ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Truck hit during BJD procession, 3 injured | Argus News