|
logo
Live

Argus News - ସ୍କୁଟି ଉପରେ ଚଢ଼ିଗଲା ଟ୍ରକ: ବାପାପୁଅ ମୃତ

Odisha

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ: ବାପାପୁଅ ମୃତ

Ritu Das
Browse all articles by Ritu Das
·2 years ago
ସ୍କୁଟି ଉପରେ ଚଢ଼ିଗଲା ଟ୍ରକ: ବାପାପୁଅ ମୃତ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରଜପଥ କେନ୍ଦୁଝର - ଢେଙ୍କିକୋଟ ରାସ୍ତା ମଧ୍ୟରେ ଥିବା ପିପିଳିଆ ଛକ ନିକଟରେ ସ୍କୁଟି ଉପରେ ଚଢ଼ିଗଲା ଆଇଚର୍ ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟଥିବାବେଳେ ଅନ୍ୟ ଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। 

ମୃତକ ଦୁଇଜଣ ହେଲେ ସଦର ଥାନା ଅନ୍ତର୍ଗତ ବାରିଗାଁ ମୁଣ୍ଡା ସାହିର ବାପା କାଣ୍ଡେ, ଲକ୍ଷଣ ମୁଣ୍ଡା ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ହେବା ସହିତ ରାସ୍ତା ରୋକ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଠିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା କିଛି ସମୟ ପର୍ଯ୍ୟନ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସ୍କୁଟି ଉପରେ ଚଢ଼ିଗଲା ଟ୍ରକ: ବାପାପୁଅ ମୃତ | Argus News