ମୋ ବସ ଦୁର୍ଘଟଣା; 16 ଆହତ
·2 years ago

କଟକ: କଟକ ସଦର ଥାନା ଅଞ୍ଚଳ ନୂଆଗଡ଼ରେ ଓଲଟିଲା ମୋ ବସ । ମୋ ବସ ପଛରୁ ଧକ୍କା ଦେଲା ଟ୍ରକ୍ । ଭୁବନେଶ୍ୱରରୁ କଟକ ଯାଉଥିବାବେଳେ ତେଲେଙ୍ଗାପେଣ୍ଠରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ 16 ଜଣ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ତାଙ୍କ ମଧ୍ୟରୁ 5 ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା କରିଥିବା ଟ୍ରକ ଅଟକ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: