Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !

Banajyotshna Ray
Browse all articles by Banajyotshna Ray
·2 years ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !

ଅର୍ଗସ ବ୍ୟୁରୋ:  ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗୁଣ୍ଡାବାହିନୀ ବିଜେପି କର୍ମୀ ଡୋଳାମଣି ବସ୍ତିଆ, ଲବେନ୍ଦ୍ର ବେହେରାଙ୍କୁ ଆକ୍ରମଣ ଅଭିଯୋଗ । ସଇଁତଲା ତେଣ୍ଡଲିପାଳି ଗାଁରେ ଟୁକୁନିଙ୍କ ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ।ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ। ଗୁଣ୍ଡାଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଲେ ନବୀନ ଜୈନ, ପୋଲିସ କଲା ଉଦ୍ଧାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tukunis Gunda attacked BJP workers! | Argus News